Rufus
ଋଫସ ଏକ ସରଞ୍ଜାମ ଯେଉଁଥିରେ ଆପଣ ଚିତ୍ରଣ ଓ କାର୍ଯ୍ୟଶୀଳ ଇଉଏସବି ଫ୍ଲାଶ୍ ଡ୍ରାଇଭ, ଯଥା ଇଉଏସବି ଚାବି/କଲମଡ୍ରାଇଭଗୁଡିକ, ସ୍ମରଣ ବାଡିଗୁଡିକ, ଇତ୍ୟାଦି. ବନାଇ ପାରିବେ.
ଏହା ବିଶେଷଭାବରେ ଉପଯୁକ୍ତ ଯେଉଁଠାରେ:
ଋଫସର ଆକାର ଛୋଟୋ ହେଲେବି ଆପଣ ଯାହା ଚାହାନ୍ତି ତାହା ଦିଏ !
ଋଫସରେ ହେଉଥିବା ଆଇଏସଓର ସୂଚୀ ତଳପୃଷ୍ଠାରେ ମଧ୍ୟ ଦିଆଯାଇଛି. (1)
ସଦ୍ୟ ମୁକ୍ତିଲାଭ:
| ଲିଙ୍କ୍ | ପ୍ରକାର[ସମ୍ପାଦନା] | ପ୍ଲାଟଫର୍ମ | ଆକାର[ସମ୍ପାଦନା] | ତାରିଖ |
|---|---|---|---|---|
rufus-4.13.exe |
ମାନକ[ସମ୍ପାଦନା] | Windows x64 | 1.9 ଏମବି | 2026.02.17 |
rufus-4.13p.exe |
ଚଳନ୍ତା | Windows x64 | 1.9 ଏମବି | 2026.02.17 |
rufus-4.13_x86.exe |
ମାନକ[ସମ୍ପାଦନା] | Windows x86 | 1.8 ଏମବି | 2026.02.17 |
rufus-4.13_arm64.exe |
ମାନକ[ସମ୍ପାଦନା] | Windows ARM64 | 4.9 ଏମବି | 2026.02.17 |
ଅନ୍ୟ ସଂସରଣଗୁଡିକ (GitHub)
ଅନ୍ୟ ସଂସରଣଗୁଡିକ (dAppCDN)
ୱିଣ୍ଡୋଜ ୭ କିମ୍ବା ପର, ୩୨ କିମ୍ବା ୬୪ ବିଟ୍ କିଛି ମାନେ କରେନି. ଯେତେବେଳେ ଆପଣ ନିଜର କରିନିଅନ୍ତି ସେତେବେଳଠୁ କାର୍ଯ୍ୟ ପାଇଁ ଏହା ପ୍ରସ୍ତୁତ.
| Bahasa Indonesia | , | Bahasa Malaysia | , | Български | , | Čeština | , | Dansk | , | Deutsch | , | Ελληνικά | , |
| English | , | Español | , | Français | , | Hrvatski | , | Italiano | , | Latviešu | , | Lietuvių | , | Magyar | , | Nederlands | , | Norsk | , |
| Polski | , | Português | , | Português do Brasil | , | Русский | , | Română | , | Slovensky | , | Slovenščina | , | Srpski | , |
| Suomi | , | Svenska | , | Tiếng Việt | , | Türkçe | , | Українська | , | 简体中文 | , | 正體中文 | , | 日本語 | , | 한국어 | , | ไทย | , |
| עברית | , | العربية | , | پارسی | . |
ମୁଁ ହୃଦୟସହ ସମସ୍ତ ଋଫସ ଅନୁବାଦକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହେଁ ଓ ଏହି ଗୃହପୃଷ୍ଠାର ଅନୁବାଦ ଅନ୍ୟ ଭାଷାରେ ମଧ୍ୟ ହେବା ଆବଶ୍ୟକ ମନେ କରୁଛି. ଯଦି ଋଫସ ଆପଣ ନିଜ ଭାଷାରେ ବ୍ୟବହାର କରିପାରୁଛନ୍ତି ତେବେ ସେମାନଙ୍କୁ ଧନ୍ୟବାଦ ଜଣାନ୍ତୁ!
ନିଜର କରିଥିବା ଚଳନୀୟଟିକୁ ଚଲାନ୍ତୁ – ଇନଷ୍ଟାଲେସନ୍ ଅନାବଶ୍ୟକ.
ଚଳନୀୟଟି ଡିଜିଟାଲ ସ୍ଵାକ୍ଷରିତ ଓ ସ୍ଵାକ୍ଷରଟି କହେ ଯେ:
ଯଦି ଆପଣ ଡୋସ୍ କାର୍ଯ୍ୟଶୀଳ ଡ୍ରାଇଭ ବନାନ୍ତି ତେବେ ଅଣଆମେରିକୀୟ କୀବୋର୍ଡ ବ୍ୟବହାର କରନ୍ତୁ, ଋଫସ୍ ଆପଣଙ୍କ ସିସ୍ଟମ୍ କୀବୋର୍ଡ ଚୟନ କରିବ.
ସଂ୧.୧.୦ ଠାରୁ ସବୁ ଋଫସ ସଂସରଣ ଆପଣଙ୍କୁ ଆଇଏସଓ ଛବିଋ (.iso).
ଫିଜିକଲ୍ ଡ଼ିସ୍କରୁ ଅଥବା ବିଭିନ୍ନ ଫାଇଲ୍ ଠାରୁ ଆଇଏସଓ ବନାଇବା ଏଥିରେ ଅତି ସହଜ କିନ୍ତୁ InfraRecorder କିମ୍ବା CDBurnerXP ଆବଶ୍ୟକ.
ଋଫସ ପାଇଁ ସର୍ବଦା ପଚରା ଯାଉଥିବା ପ୍ରଶ୍ନ ଏଠାରେ (ଇଂରାଜୀ).
ମନ୍ତର୍ବ୍ୟ, ବଗ୍ କିମ୍ବା ଉନ୍ନତି ପାଇଁ, ଦୟାକରି ଗିଟହବ ଇସୂ ଟ୍ରେଟ୍କ୍କର ବ୍ୟବହାର କରନ୍ତୁ. କିମ୍ବା ଆପଣ ସନ୍ଦେଶ ପଠାନ୍ତୁ.
ଜିଏନ୍ ୟୂ ଜେନେରଲ୍ ପବ୍ଲିକ ଲାଇସେନ୍ସ (ଜିପିଲ୍) ସଂସରଣ ୩ କିମ୍ବା ପର.
ଆପଣ ଜିପିଏଲସଂ୩ ଲାଇସେନ୍ସରେ ବର୍ଣିତ ସର୍ତାବଳିକୁ ଦୃଷ୍ଟିରେ ରଖି ଏହାକୁ ବିନାମୂଲ୍ୟରେ ବାଣ୍ଟିପାରିବେ, ବଦଳାଇ ପାରିବେ କିମ୍ବା ସରଞ୍ଜାମଟିକୁ ବିକ୍ରୟ ବି କରିପାରିବେ.
ଋଫସ ସହେ ଶତକ ପରିଷ୍କାରରୂପେ କରାଯାଇଛି, ଏହା ଲୋକଙ୍କପାଇଁ ଉଦ୍ଧିଷ୍ଟ, MinGW32 ଜଗତରେ ଏହାର ସୃଷ୍ଟି.
diskcopy.dll and oscdimg.exe.$ git clone https://github.com/pbatard/rufus
ଯଦି ଆପଣ ଜଣେ ଡେଭେଲପର, ଆପଣ ସର୍ବଦା ଋଫସ ସହ ସମୟ ବିତାଇ ପାରିବେ ଓ ପାଚ ବି ପଠାଇ ପାରିବେ.
ଯେହେତୁ ସର୍ବଦା ସମସ୍ତେ ମୋତେ ପଚାରନ୍ତି, ମୁଁ ଜଣାଇବାକୁ ଚାହେଁ ଏହି ପୃଷ୍ଠାରେ ଦାନ ବଟନ ନାହି.
ମୁଁ ଭାବେ, ଦାନଶୈଳୀ କେବେବି ସଫ୍ଟୱେର ଗଠନରେ ସାହାର୍ଯ୍ୟ କରେନୀ ଓଲଟି ଖରାପ କରେ। ଯେଉଁମାନେ ଦାନକରିବାକୁ ଚାହାନ୍ତିନୀ ସେମାନେ ନିଜକୁ ବହୁତ କୋଷନ୍ତି.
ଯଦି ଆପଣ ସ୍ଵେଚ୍ଛାଭାବେ ଦାନ କରିବାକୁ ଚାହାନ୍ତି ତେବେ ସର୍ବଦା ଫ୍ରୀ ସଫ୍ଟୱେର ଫାଉନ୍ଡ଼େସନ, ପକ୍ଷରେ ଦିଅନ୍ତୁ, କାରଣ ସେମାନଙ୍କ ପାଇଁ ହି ଋଫସ ସମ୍ଭବ ହୋଇପାରିଛି.
ମୁଁ ଏହି ସୁଯୋଗନେଇ କହିବାକୁ ଚାହେଁ, ଏହି ଛୋଟିଆ ସରଞ୍ଜାମ ପାଇଁ ଆପଣଙ୍କର ଅହରହ ସପକ୍ଷ ଓ ଭଲପାଇବା ଯୋଗୁଁ ଆପଣଙ୍କୁ ଧନ୍ୟବାଦ : ବହୁତ କୃତଞ୍ଜତା!
ଦୟାକରି ଆପଣ ମୁକ୍ତଭାବ ମନରେ ଋଫସ ଉପଯୋଗ କରନ୍ତୁ ଓ ଆପଣ ଆର୍ଥିକରୂପେ ସାହାର୍ଯ୍ୟ କରିନାହାନ୍ତି ବୋଲି କେବେବି ନିଜକୁ ଖରାପ ମନେ କରିବେନି – ଆପଣଙ୍କୁ କେବେବି ସେପରି କରିବାକୁ ପଡିବନି!
| AlmaLinux | , | Arch Linux | , | Archboot | , | CentOS | , | Clonezilla | , | Damn Small Linux | , | Debian | , | Elementary OS | , |
| Fedora | , | FreeDOS | , | Garuda Linux | , | Gentoo | , | GParted | , | Hiren's Boot CD | , | Kali Linux | , | Knoppix | , | KolibriOS | , |
| Linux Mint | , | Manjaro Linux | , | NT Password Registry Editor | , | OpenSUSE | , | Raspberry Pi OS | , | Raspbian | , |
| ReactOS | , | Red Hat | , | rEFInd | , | Rocky Linux | , | Slackware | , | Super Grub2 Disk | , | Tails | , | Trinity Rescue Kit | , |
| TrueNAS CORE | , | Ubuntu | , | UEFI Shell | , | Ultimate Boot CD | , | Windows XP (SP2+) | , | Windows Vista | , |
| Windows 7 | , | Windows 8/8.1 | , | Windows 10 | , | Windows Server 2019 | , | Windows 11 | , | … |